Daily Archives

ଛେଲିଆପାଟ ନୋଡାଲ ହାଇସ୍କୁଲରେ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ର ସୁମନ ତାଣ୍ଡି, ରୁଦ୍ର ପ୍ରସାଦ ପଧାନ ଓ ଅଙ୍କିତ ସାହୁ
Read More...

ନିର୍ଝରିଣୀ ତରଫରୁ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଯୁଗଳ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମଙ୍ଗଳବାର ଦିନ ପବିତ୍ର ଶିଶୁ ଦିବସ ଅବସରରେ ନିର୍ଝରିଣୀ ତରଫରୁ ଓଡ଼ିଆ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ହରିଭବନଠାରେ
Read More...

ରାଧାଯୁଗଲ କ୍ଲବ ତରଫରୁ ଶିଶୁ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆଜି ଅଞ୍ଚଳର ଛାତ୍ର ଛାତ୍ରୀମାନଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ମହାନନ୍ଦ ଉପସ୍ଥିତ ରହି ଶିଶୁମାନଙ୍କ
Read More...

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଢୁଲୁସର ଅମାମୁଣ୍ଡାକୁ ୫-୩ ଗୋଲରେ ହରାଇ ନକ୍ଟାସର ସେମିରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଢୁଲୁସର ଗ୍ରାମ ଖେଳ ପଡିଆଠାରେ ଚାଲିଥିବା ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିନ ଖେଳରେ ନକ୍ଟାସର ଦଳ ଅମାମୁଣ୍ଡା ଦଳକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ଖେଳରେ ମୁଖ୍ୟ
Read More...

ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶୋରୀ ପବ୍ଲିକ ସ୍କୁଲଠାରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଏଭି ପଥରଚେପା ସ୍କୁଲ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଏବଂ ସିଡିଏମ୍‌ଓ କୁବେର ଚନ୍ଦ୍ର ମହନ୍ତ ବିଜ୍ଞାନ ମେଳା
Read More...

ମଦନପୁରଠାରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ଦୀପାବଳି ଉପଲକ୍ଷେ ୟଙ୍ଗ ଷ୍ଟାର କ୍ଲବ ତରଫରୁ ମହାଆଡମ୍ବରରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶା କମେଡି କିଙ୍ଗ ଯୋଗେଶ ଯୋଯୋ ମୁଖ୍ୟ ଆକର୍ଷଣ ଥିବା ବେଳେ
Read More...

ଦୁର୍ଘଟଣାରେ ଆହତ ଛାତ୍ରୀ ନିମର୍ଳା ସୁନାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଆଇଡିଏସ୍‌ଓର ଏସ୍‌ପିଙ୍କ ନିକଟରେ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ନିର୍ମଳା ସୁନା ପଢିବାକୁ ଯାଉଥିବା ବେଳେ ବଲାଙ୍ଗିର ବ୍ଲକ ଛକରେ ଏକ ଶ୍ରମିକ ବୋଝେଇ ଟାଟା ଏସ୍‌ ଗାଡି ତାଙ୍କ ଉପରେ ଚଢି ଯିବା ଯୋଗୁଁ ଗୁରୁତର
Read More...

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲରେ ଶିଶୁ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ
Read More...

ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏସିସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏ୍‌ସିସ୍ତରୀୟ ଭୀମ ବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଂଗଲବାର ଦିନ ତୁରେକେଲା ବ୍ଲକ ସଦର ମହକୁମାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତ ଏବଂ
Read More...

କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

ରାଜନୈତିକ, ଶିକ୍ଷା ଏବଂ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱଯାଦବ ସମାଜର କଂଟାବାଂଜି ଜିଲ୍ଲା ଦାବୀକୁ ସମର୍ଥନ ଜଣାଇଲେ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମଂଗଲବାର ଦିନ
Read More...
error: Content is protected !!