Daily Archives

ତମିଆଁ ୧୪ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ, (କେପିଏନଏସ) : ପାଟଣାଗଡ ବ୍ଲକ ତମିଆଁ ଠାରେ ୧୪ତମ ମହାବୀର ପ୍ରସାଦ ଅଗ୍ରୱାଲ ମେମୋରିଆଲ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଅଞ୍ଚଳର ବିଶିଷ୍ଠ ସମାଜସେବୀ ଶ୍ରୀକର ମିଶ୍ର, ସମାଜସେବୀ ରବି ନାରାୟଣ ପୂଜାରୀ,
Read More...

ମାହେଶ୍ୱରୀ ତରଫରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଲେପାଲି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଦେବ ଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଜଣା ଶୁଣା ସଂଗଠନ ମାହେଶ୍ୱରୀ ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସର ଅନ୍ତେବାସୀଙ୍କୁ ବଲାଙ୍ଗିରର ସମସ୍ତ
Read More...

ଟିଟିଲାଗଡ ୱାର୍ଡ ନମ୍ବର ୧୫ରେ ଛତୁଆ ଓ ବାଦାମ ଲଡୁ ମିଳୁନଥିବା ଅଭିଯୋଗ : ତିନି ମାସରେ ମିଳୁଛି ଗୋଟିଏ ମାସର,…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନେ କିଭଳି କୁପୋଷଣର ଶିକାର ନ ହେବେ, ସେଥିପାଇଁ ପ୍ରତି ମାସରେ ଥରେ ପାଞ୍ଚ କିଲୋଗ୍ରାମ ଓଜନର ଛତୁଆ, ବାଦାମ ଲଡ଼ୁ ତା ସହ କାହା କାହାକୁ ସୁଜି ପ୍ୟାକେଟ ମଧ୍ୟ ଦିଆଯାଇଥାଏ । କିନ୍ତୁ ପାଖାପାଖି ତିନି ମାସରୁ ଅଧିକ ସମୟ
Read More...

ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ

ଯୋଗଦେଲେ ୨ ଶହରୁ ଅଧିକ ଖେଳାଳି, କୋଚ୍‌ ଓ ଅଫିସିଆଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଳା ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଏହି ସିନିୟର
Read More...

ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ରୁ ପ୍ରକାଶିତ "ସୃଜନ ସଳିତା ନବନୀତା" ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା ବିଶିଷ୍ଟ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଚଳିତ ସଂଖ୍ୟାରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ
Read More...

ମହାକାର୍ତ୍ତିକ ପୂର୍ଣ୍ଣମୀ ଓ ଡଙ୍ଗା ଭସା ପର୍ବ : ପାରମ୍ପରିକ ବୋଦା ଲଢେ଼ଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସୋମବାର ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ, ହବିଷ୍ୟାଳୀମାନେ ପ୍ରାଚୀନ ଓଡିଶାର ନୌବାଣିଜ୍ୟର ପ୍ରତିକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ, ରଙ୍ଗୀନ ଜରି ଓ ସୋଲ ନିର୍ମିତ (ବୋଇତ) ଡଙ୍ଗାରେ ପାନ,
Read More...

ତୁରେକେଲା ବ୍ଲକ ସଦର ଗ୍ରାମରେ କାର୍ତ୍ତିକ ମାହାତ୍ମ୍ୟ ପୂଜା ଏବଂ ୫ ଦିନିଆ ଜଳନ୍ଧର ବଧ ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମାରେ ୫ ଦିନ ଧରି ଚାଲିଥିବା ଜଳଲନ୍ଧର ବଧ ଏବଂ ଶ୍ରୀ ଶ୍ରୀ କାର୍ତ୍ତିକ ମାହତ୍ମ୍ୟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୨୧ ତାରିଖରୁ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ କମିଟି
Read More...

ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଓକିଲ ଦିନେଶ ନାଗଙ୍କ ସଭାପତିତ୍ୱରେ ଜିଲ୍ଲା ସାମ୍ବାଦିକ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ଏଥିରେ ସଂସ୍କୃତି ଗବେଷକ ତରଣୀସେନ ଦୀପଙ୍କ ସଂଯୋଜନାରେ ଶିକ୍ଷାବିଦ୍‌ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି
Read More...

ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨

ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁସମ୍ବେଦନହୀନ ଭାବେ କାର୍ୟ୍ୟ କରିଛନ୍ତି ରାଜ୍ୟ ସରକାର : ହେମନ୍ତ ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଲହର ସମୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳୀରେ
Read More...

ମାହେଶ୍ୱରୀ ମହିଳା ଶାଖାର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ଵଧାର ଗୃହର ଅନ୍ତେବାସୀଙ୍କ ଗହଣରେ ମାହେଶ୍ୱରୀ ମହିଳା ଶାଖା ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ସଚେତନତା ସହିତ ସ୍ୱଚ୍ଛତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାହେଶ୍ୱରୀ ମହିଳା ଶାଖା
Read More...
error: Content is protected !!