Daily Archives

ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ଭଗବତ ଚେତନା ପରିଷଦ ଆନୁକୂଲ୍ୟରେ ମାସ ବ୍ୟାପି ଚାଲିଥିବା ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସ ଅବସରରେ ମାସ ବ୍ୟାପି ପ୍ରତ୍ୟହ ସକାଳେ ଗୀତା ପାଠ ଓ ଗୀତା
Read More...

ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ : ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ମିନି ଷ୍ଟାଡିୟମ ପରିସରରେ ସ୍ୱେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଓ ଭୁବନେଶ୍ୱର ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଉଦ୍ୟମ ଓ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ସହଯୋଗରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ସମାବେଶ ଅନୁଷ୍ଠିତ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦର ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ମାସିକ ଅଧିବେଶନ ପାଳିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସଭାପତି ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ସଭା
Read More...

ପଦ୍ମପୁର କୁବେର ଯୁବାମଞ୍ଚର ବୋଇତ ବନ୍ଦାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦେବଦର୍ହା ଶୈବପୀଠ ଠାରେ ପଦ୍ମପୁର କୁବେର ଯୁବାମଞ୍ଚ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁବେର ମହାପ୍ରଭୁଙ୍କ ପୂଜନ ଓ ଭାଗବତ ପଠନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା
Read More...

ଆମ ପରିବେଶ ଓ ଆମ ସଂସ୍କୃତି ସାହିତ୍ୟାୟନ

କଟକ, (ସସ୍ମିତା ପ୍ରଧାନ) : କଟକ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବଖରାବାଗ ଗାନ୍ଧୀ ଭବନରେ ଆମ ପରିବେଶ ଓ ଆମ ସଂସ୍କୃତି ସହିତ୍ୟାୟାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି , କବୟିତ୍ରୀ ଏବଂ ସମାଜସେବୀ ଯୋଗଦାନ କରିଥିଲେ । କବିତା ପାଠ ଏବଂ
Read More...

ଯୁଗେ ଯୁଗେ ପ୍ରକୃତି ପ୍ରେମରେ କବି ଓ ଲେଖକ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁଗେ ଯୁଗେ କବି ଲେଖକମାନେ ପ୍ରକୃତି ପ୍ରିୟ, ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦିଅନ୍ତି । ପୁରାଣ ଯୁଗରେ ସେ ବାଲ୍ମୀକି ହୁଅନ୍ତୁ ବା ବ୍ୟାସଦେବ ହୁଅନ୍ତୁ ସମସ୍ତେ ପ୍ରକୃତି ପ୍ରେମରେ ବିଭୋର ହୋଇଛନ୍ତି। ପ୍ରକୃତିର ରୂପ ବର୍ଣ୍ଣନା କରିଛନ୍ତି ବହୁ
Read More...

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ : ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଚତୁର୍ଥ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ମହୋତ୍ସବର
Read More...

ନିଖିଳ ଉତ୍କଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭାର ଜରୁରୀକାଳୀନ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ନିଖିଳ ଉତ୍କଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭାର ଏକ ଜରୁରୀକାଳୀନ ବୈଠକ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ସଭାରେ ସଭାପତି ଯଦୁମଣି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ ଓ ସାଧାରଣ ସମ୍ପାଦକ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରର ଆଲୋଚକ ଭାବେ ଅଧ୍ୟାପକ ଡ଼ଃ
Read More...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରିଶଙ୍କରଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଶ୍ରଦ୍ଧାଳୁମାନେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ
Read More...