om academy

ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ସୁରକ୍ଷା କର୍ମୀଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ

jsm

ସମ୍ବଲପୁର : ଚାରିଦିନ ପୂର୍ବରୁ ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ମେଡିକାଲରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଆଜି ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣକ ହେଲେ ବୁର୍ଲା ସ୍ଥିତ ଗାନ୍ଧୀ ପଡାର ସହଦେବ ସାହୁ । ସହଦେବ ଚାରିଦିନ ପୂର୍ବରୁ ତାଙ୍କ ଜଣେ ସାଙ୍ଗଙ୍କ ସହିତ ପିଡବ୍ଲୁଡି କଲୋନୀ ନିକଟରେ ଥିବା ପାୱାର୍ କେନାଲ ଘାଟରେ ବସିଥିବା ବେଳେ କୌଣସି କାରଣରୁ ସେ କେନାଲରେ ପଡିଯାଇ ନିଖୋଜ ଥିଲେ ।

Leave A Reply

Your email address will not be published.