ନେତ ଉତ୍ସବ ନିମନ୍ତେ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରୁକୁଣା ରଥ ନିର୍ମାଣ

ଭୁବନେଶ୍ୱର : ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ । ଅଧିକାଂଶ କାମ ସୋମବାର ରାତି ସୁଦ୍ଧା ଶେଷ ହେବ । ମଙ୍ଗଳବାର ନେତ ଉତ୍ସବ । ଆମେ ସେହି ଦିନ ଯାଞ୍ଚ ସହ ବାକି ଥିବା ଛୋଟମୋଟିଆ କାମ ଶେଷ କରିବୁ । ସନ୍ଧ୍ୟା ପୂର୍ବରୁ ରଥ ହସ୍ତାନ୍ତର ହୋଇଯିବ । ଏଥିରେ ଦ୍ୱିମତ ନାହିଁ ବୋଲି ବରିଷ୍ଠ କାରିଗର ସୋମନଥ ଓ ବଟକୃଷ୍ଣ ମହାରାଣା କହିଛନ୍ତି ।

Leave A Reply

Your email address will not be published.

six + seventeen =