csstore

ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗ୍ରାମ, ଝରଣୀ ପଞ୍ଚାୟତ ଅନ୍ତର୍ଗତ ରାମୁଡ଼ ଗ୍ରାମରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆୟୋଜିତ ହୋଇଯାଇଛି । ଶ୍ରୀକୃଷ୍ଣ ମହାପ୍ରଭୁ ନାମଯଜ୍ଞ ପ୍ରହରୀରେ ଶ୍ରୀମତୀ ନିରୁପମା ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି) ବଲାଙ୍ଗିର ଜିଲ୍ଲା ଉପାଧ୍ୟକ୍ଷା ଏବଂ ଢୋଲମାନ୍ଦାଳ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଗୋଲାପୀ ମାଝୀ, ତୁରେକେଲା ବିଜେଡି ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ବିଜେଡି ଯୁବନେତା ଶୋଭରାଜ ସିଂ ମାଝୀ ଯୋଗଦାନ କରି ଅଞ୍ଚଳର ମଙ୍ଗଳକାମନା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

jayashree
Leave A Reply

Your email address will not be published.