pakka

ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୪ତମ ଜାତୀୟ ମତଦାତା ଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟଙ୍କ ପୌରୋହିତ୍ୟରେ ପାଳନ ହୋଇଯାଇଛି । ଏହି ସଭାରେ ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇ ନିସ୍ଵାର୍ଥପର ଭାବେ ଦେଶର ବିକାଶ ପାଇଁ ନିଜର ସ୍ଵାଧୀନ ଭାବେ ସାମ୍ବିଧାନିକ ମତଦାନ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ ।

jay balangir
Leave A Reply

Your email address will not be published.

seven − two =