oum

ସାବଧନ : ଏଣିକି ମାସ୍କ୍ ପରିଧାନ ନକଲେ ୫ ହଜାର ଟଙ୍କା ପର୍ଯ୍ୟ‌ନ୍ତ ଜରିମାନା

jsm

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ୍ ପରିଧାନ କରି ନଥିବା ଖିଲାଫକାରୀଙ୍କ ଠାରୁ ୧ମ ଓ ୨ୟ ଥର ପର୍ୟ୍ୟନ୍ତ ଏକ ହଜାର ଟଙ୍କା ବଦଳରେ “ଦୁଇ ହଜାର ଟଙ୍କା” ଜରିମାନା ଆଦାୟ କରାଯିବ ଏବଂ ଏହାପରଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏନେଇ ଆଜି ରାଜ୍ୟ ସରକାର ଏପିଡେମିକ୍ ଡିଜିଜ୍ ଆକ୍ଟ‌ରେ ସଂଶୋଧନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.