oom

ହଳଦୀ ହାଇସ୍କୁଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭିରାମ ମହାନନ୍ଦଙ୍କ ପରଲୋକ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭିରାମ ମହାନନ୍ଦ(୫୯)ଙ୍କ ଶନିବାର ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ଶେଷ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଇନ୍ଦୁମତୀ ମହାନନ୍ଦ, ସମସ୍ତ ବଡଭଉଣୀ ରେବତୀ ତାଣ୍ଡି, ଜୟନ୍ତୀ ଦୀପ, ଆରତି ବାଗ, ପ୍ରଣତି ବିଭାର, ସମସ୍ତ ଭଣଜା ଗୋପାଳକୃଷ୍ଣ ଦୀପ, ରଜନୀ ବାଗ, ତେଜ ତାଣ୍ଡି , ଦିନ ବିଭାର, ରାଧେକୃଷ୍ଣ ଦୀପ, ଓ ଜ୍ୱାଇଁ ଗୁପ୍ତେ ବିଭାର ତଥା ପରିବାରର ସମସ୍ତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କର ଭଣଜା ରାଧାକାନ୍ତ ବାଗ ମୁଖାଗ୍ନି ଦେଇଥିଲେ । ଅଭିରାମଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.