oom

ପୋଲିସର ମଦ ଆଡ୍ଡାରେ ଚଢାଉ : ଜଣେ ଗିରଫ

jsmm

ତୁରେକେଲା, (ପିତାମ୍ୱର ଦୀପ) : ତୁରେକେଲା ଅନ୍ତର୍ଗତ ମହଖଣ୍ଡ ଗାଁରେ ଦୀର୍ଘ ଦିନ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗତ କାଲି ମଦ ଆଡ୍ଡାରେ ତୁରେକେଲା ପୋଲିସ ଚଢ଼ାଉ କରିଛି । ସୂଚନା ଅନୁସାରରେ ମହଖଣ୍ଡ ଗାଁର ରଣା ରଞ୍ଜନ ବେହେରା ଅନେକ ବର୍ଷରୁ ଏହି ବେଆଇନ ଦେଶୀ ମଦ କାରବାର କରିବାରେ ଲିପ୍ତ ଥିବା ବେଳେ କୌଣସି ସୁତ୍ରରୁ ତୁରେକେଲା ପୋଲିସ ଖବର ପାଇ ମଦ ଆଡ୍ଡା ୬୦ ଲିଟର ଦେଶୀ ମଦ ଜବତ କରିଛି । ପୋଳତସ କେସ ନଂ ୩୪୩ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.