om academy

ନୂଆପଡା ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡା ଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ପାଣ୍ଠିରୁ ଏହି ମନ୍ଦିର ନିର୍ମାଣ ହୋଇଥିବା କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ରସିଆନନ୍ଦ ରାଏ, ଦୁଃଖିଶ୍ୟାମ ରାଏ, ଉଦ୍ଧବ ମୁଗ୍ରୀ, ଘାସି ରାଏ, ଚମାର ସେଠ୍‌ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.