csstore

କାଂଜି ହାଉସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଯୁବା ପ୍ରତାପୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଯୁବା ପ୍ରତାପୀ ସେନା କାଂଜି ହାଉସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସହରରେ କାଂଜି ହାଉସ ନଥିବା ଯୋଗୁଁ ବହୁତ ଅସୁବିଧା ହେଉଥିବା ବେଳେ ଏହାକୁ ଆଖି ଆଗରେ ରଖି ଯୁବା ପ୍ରତାପୀ ସେନା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସହରରେ ଅତି ଶ୍ରୀଘ ଗୋଟିଏ କାଂଜି ହାଉସ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଚଂଚଳ ରାଣା ପ୍ରତିଶୃତି ଦେଇଛନ୍ତି ।

jayashree
Leave A Reply

Your email address will not be published.