pakka

ଚଳିତ ବର୍ଷର କୋଶଳ ପ୍ରବାହ ‘କବିଶିଳ୍ପୀ ଛନ୍ଦାଚରଣ ସ୍ମୃତି ସମ୍ମାନ’ ପାଇଲେ କବି ଶୁଭ୍ରାଂଶୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଗତ ୭ ତାରିଖ ଦିନ କୋଶଳ ପ୍ରବାହର ୨୨ତମ ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଣେ ସାଧନାରତ କବିଙ୍କୁ ‘କବିଶିଳ୍ପୀ ଛନ୍ଦାଚରଣ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି । ଏ ବର୍ଷ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ କାବ୍ୟିକ ଜୀବନର ସଫଳତା କାମନା କରାଯାଇଛି ।

jay balangir
Leave A Reply

Your email address will not be published.

two × one =