om academy

ଯୁବତୀ ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

jsm

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ଥାନା ଅନ୍ତର୍ଗତ କୁଦଲି ଗ୍ରାମର ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯୁବତୀ ଜଣକ କିଛିଦିନ ହେବ ଘରୁ କୁଆଡେ଼ ଚାଲି ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ଥିଲେ ମଧ୍ୟ ପାଇନଥିବାରୁ ଯୁବତୀଙ୍କ ବାପା ଉଲୁଣ୍ଡା ଥାନାରେ ଝିଅନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.