csstore

ଗଞ୍ଜେଇ ଜବତ ଜଣେ ଗିରଫ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ଜଣେ ଗିରଫ । ସୂଚନା ଅନୁସାରେ ମଙ୍ଗଳବାର ସକାଳ ୯ଟା ସମୟରେ ଗାନ୍ଧୀ ଧାମ ଏକ୍ସପ୍ରେସରେ ଯିବା ସମୟରେ ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁର ପ୍ରଭାକର ଭୋଇ (୪୨) ଏକ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଜିଆର୍‌ପି କଣ୍ଟାବାଞ୍ଜି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଣକୁ ଅଟକ ରଖି ପ୍ରାୟ ୭ କେଜି ଗଞ୍ଜେଇ ଜବତ କରି ତଦନ୍ତ ଚଳାଇଛି ।

jayashree
Leave A Reply

Your email address will not be published.