ମହୁଡା ଗାଁ ନିକଟରେ ଚାଞ୍ଚଲ୍ୟକର ଡବଲ୍‌ ମର୍ଡର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼କୁ ହତ୍ୟା କରି ପୋଡ଼ିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅପରାଧୀମାନେ ଚମ୍ପଟ ମାରିଛନ୍ତି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିଂହ୍ନଟ କରିଛନ୍ତି ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଘଟଣା ସ୍ଥଳେ ଚିକିଟି ଏସ୍‌ଡ଼ିପିଓ ଓ ଦିଗପହଣ୍ଡି ଆଇଆଇସି ଓ ଗଞ୍ଜାମ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.