pakka

ଦନ୍ତା ହାତୀର ମୃତଦେହ ଉଦ୍ଧାର

bbehera

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ବାଙ୍କୀ ରେଞ୍ଜର ଖେସରାବିଟ୍ ରଙ୍ଗେଇଗୁଢା ଗ୍ରାମ ନିକଟରେ ଦାନ୍ତା ହାତୀର ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ଦନ୍ତା ହାତୀ ଅସୁସ୍ଥ ଥିଲା । ହାତୀଟି କୋଇଡ଼ା ରେଞ୍ଜରେ ଘୁରି ବୁଲୁଥିଲା । ଆଜି ସକାଳେ ବାଙ୍କୀ ରେଞ୍ଜରେ ମୃତଦେହ ଠାବ କରାଯାଇଛି । ବନ ବିଭାଗ ଓ ବନ୍ୟ ପ୍ରାଣୀ ମିଳିତ ପ୍ରୟାସରେ ଦନ୍ତାର ଚିକିତ୍ସା ଚାଲିଥିଲା । ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

jay balangir
Leave A Reply

Your email address will not be published.

5 × 3 =