oom

ବିଜେଡ଼ି ନେତୃ ବୃନ୍ଦଙ୍କ ମୁରିବାହାଲ ବ୍ଲକ ଗୁଡିଘାଟ ମଣ୍ଡି ପରିଦର୍ଶନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜିର ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ଵରେ ବିଜେଡ଼ି ନେତୃବୃନ୍ଦଙ୍କ ଏକ ପ୍ରତିନିଧି ଦଳ ଆଜି ମୁରିବାହାଲ ବ୍ଲକ ଗୁଡ଼ିଘାଟ ଧାନ ମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ଗୁଡିଘାଟ ପ୍ରାଥମିକ ସେବା ସମବାୟ ସମିତି ସଭପତି ଶେଷଦେବ ସା, ବଡ଼ସାଇମରା ସମିତି ସଭାପତି ମହେଶ ପୁଟେଲ, ମୁରିବାହାଲ ସମିତି ସଭାପତି ମୀନକେତନ ପାତ୍ରଙ୍କ ସହିତ ବିକାଶ ପରିଷଦର ନବୀନ କୁମାର ରାଓ, ରବିଚନ୍ଦ୍ର ବିଶି, ମଦନ ଥାଟି, ଭାରତ ପଧାନ, କୁଞ୍ଜ ମେହେର, ଲୋକନାଥ ବଘାର, ଶ୍ୟାମସୁନ୍ଦର ବଗର୍ତ୍ତି, ପ୍ରହଲ୍ଲାଦ ବଛା ଓ ବହୁ ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.