pakka

ଭୋଟ ଗ୍ରହଣ ବେଳେ ଗୋଷ୍ଠୀ କନ୍ଦଳ : ଗାଡି ଭଙ୍ଗାରୁଜା

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କେ ନୁଆଁଗାଁ ଥାନା ଚିକିଟି ଏନ୍‌ଏସି ଭୋଟ ଗ୍ରହଣ ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିତିବା ଜଣାପଡିଛି । ଚିକିଟି ମୁଖ୍ୟ ରାସ୍ତା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳ ବେଳେ ସେଠାରେ ଥିବା ଗାଡିଗୁଡିକ ଉଭୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଅତିରିକ୍ତ ଏସପି ରମେଶ ସେଠି, ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭୋତ୍ର, କେ.ନୂଆଁ ଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରମୁଖ ପହଞ୍ଚିଥିଲେ । ପରିସ୍ଥିତି ଉତ୍ତେଜନାମୟ ଥିବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

one × 4 =