pakka

ଭୁବନ ପୌର ନିର୍ବାଚନରେ ଗୋଷ୍ଠୀ ସଂର୍ଘଷ

bbehera

ଭୁବନ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡରେ ଗୋଷ୍ଠୀ ସଂର୍ଘଷ ଘଟିଥିବା ଖବର ମିଳିଛି । ଖଣ୍ଡା ତଲୱାର ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପଦକ୍ଷେପ ଗ୍ରହଣ ନକରି ଚାଲିଯାଇଥିଲା । ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ବଢିଛି । କାମାକ୍ଷାନଗର ଏସ୍‌ଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

19 − fifteen =

error: Content is protected !!