pakka

କଳାହାଣ୍ଡି ପୋଲିସକୁ ମିଳିଲା ବଡ ସଫଳତା : ୧୦ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

bbehera

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା । ୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଡକାୟତି ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି, ଲୁଟରେ ସାମିଲ ଥିଲେ । ତାଙ୍କଠାରୁ ନଗଦ ୬ଲକ୍ଷ ୩୫ ହଜାର ୮୨୫ଟଙ୍କା, ୫ଟି ମୋଟରସାଇକେଲ, ୧୧ଟି ମୋବାଇଲ, ୪୦,୩୯୨ଗ୍ରାମ ସୁନା, ୪୪୭, ୭୪୦ଗ୍ରାମ ରୂପା ସହ ମାରଣାସ୍ତ୍ର ଜବତ କରିଛି । ଗତ କିଛିଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଡକାୟତି ଓ ଚୋରି କରିଥିଲେ । ତେବେ ଆଜି ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।

jay balangir
Leave A Reply

Your email address will not be published.

seven + fourteen =