om academy

ଲାଞ୍ଚ ନେବା ବେଳେ ଆଡିସିନାଲ ପୋଷ୍ଟମାଷ୍ଟର ବିଶ୍ଵରଞ୍ଜନ ବେହେରାଙ୍କୁ ଗିରଫ କଲା ସିବିଆଇ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଞ୍ଚ ନେବା ବେଳେ ଆଡିସିନାଲ ପୋଷ୍ଟମାଷ୍ଟର ବିଶ୍ଵରଞ୍ଜନ ବେହେରାଙ୍କୁ ଗିରଫ କରିଛି ସିବିଆଇ । ସେ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡିଛି । ରାଉରକେଲା ମୁଖ୍ୟ ଡାକଘରେ ସିବିଆଇର ୧୦ ଜଣିଆ ଟିମ୍‌ର ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତି ଜମା କରିଥିବା ପ୍ରାୟ ୮ ଲକ୍ଷ ଟଙ୍କା ଉଠାଇବାକୁ ସେ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ବୋଲି ସୂଚନାରେ କୁହାଯାଇଛି । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.