ଅନୁଗୁଳ : ନିଜ ମାଁକୁ ପିଟି ପିଟି ହତ୍ୟା କଲା ପୁଅ । କୌଣସି କାରଣକୁ ନେଇ ମାଁ ପୁଅଙ୍କ ଭିତରେ ବଚସା ହୋଇଥିଲା । ପରେ ମାଁକୁ ନିର୍ମତ ଭାବରେ ହତ୍ୟା କରିଛି ପୁଅ । ପୁଅ ସରୋଜ ନାଏକ ନିଜ ମାଁ ଲତା ନାଏକ(୭୦)ଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନୁଗୁଳ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।
Prev Post
Next Post