pakka

ରାଜଧାନୀରେ ଆପାର୍ଟମେଣ୍ଟ ସିରିଜ୍‌ ଲୁଟ୍‌ ଘଟଣା

bbehera

ଭୁବନେଶ୍ୱର : ରାଜଧାନୀରେ ବିଭିନ୍ନ ଆପର୍ଟମେଣ୍ଟରେ ଗତ କିଛି ଦିନ ଧରି ସିରିଜ୍‌ ଲୁଟ୍‌ ଚାଲିଛି । ଯାହାକୁ ନେଉ ଉଭୟ ପୋଲିସ ଏବଂ ଜନସାଧାରଣ ପୁରା ଟେନ୍‌ସନ୍‌ । ତେବେ ଏହି ପରିସ୍ଥିତିର କିପରି ମୁକାବିଲା କରାଯିବ । ସେନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ସେବା ଭବନରେ ବସିଥିବା ଏହି ବୈଠକରେ ରାଜଧାନୀର ସବୁ ଥାନାର ଅଧିକାରୀମାନେ ସାମିଲ ହୋଇଛନ୍ତି । ତେବେ ଏହି ବୈଠକରେ ଟିମ୍‌କୁ ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିଶନର । ଆଗାମୀ ଦିନରେ ଆପାର୍ଟମେଣ୍ଟ ଲୁଟେରାଙ୍କୁ କିପରି ଧରାଯିବ । ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!