csstore

ଧୂମୁଷୁ ଗ୍ରାମରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଗିରରାଜ ସିଂ ମାଝି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲଶୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୂମୁଷୁ ଗ୍ରାମରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନର ପ୍ରଥମ ଦିବସରେ ମୁଖ୍ୟଅତିଥି ରୂପେ ଗିରିରାଜ ସିଂ ମାଝୀ ଅବସରପ୍ରାପ୍ତ ସୈନିକ ବିଜେଡି ଯୁବନେତା ଏବଂ ତାଙ୍କ ସହିତ ପ୍ରସୂଦନ ମାଝୀ ପୂର୍ବତନ ଜିଲ୍ଲା ପରିଷଦ ତୁରେକେଲା ବ୍ଲକ ଘନଶ୍ୟାମ ଧରୁଆ ବରିଷ୍ଟ ବିଜେଡି ନେତା ଯୋଗଦାନ କରି ଫୁଟବଲ ଟୁର୍ଣ୍ଣାମେଣ୍ଟ ମେଚ ଶୁଭାରମ୍ଭ କରିଥିଲେ ଓ ଆୟୋଜକ କମିଟି ଏବଂ ସମସ୍ତ ଫୁଟବଲ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.