csstore

ଶାନ୍ତିପଡାରେ ଜିଲ୍ଲା ବଡି ବିଲ୍‌ଡିଙ୍ଗ୍‌ ଏବଂ ପୁରୁଷ ଫିଜିକ୍ ଚାମ୍ପିଅନସିପ୍ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଗତ ବିଳମ୍ବିତ ରାତିରେ ଟାଇଗର ୟୁଥ୍‌ କ୍ଲବ ଏବଂ ଏମ୍‌ ଏମ୍‌ ଫିଟ୍‌ନେସ୍‌ର ମିଳିତ ଉଦ୍ୟମରେ ଜିଲ୍ଲା ବଡି ବିଲ୍‌ଡିଙ୍ଗ୍‌ ଏବଂ ପୁରୁଷ ଫିଜିକ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାର୍ଥ କର୍ଣ୍ଣ, ଦେବରାଜ ନାଗ, ସୁମନ୍ତ ମିଶ୍ର, ସୁଶାନ୍ତ ଗଡୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ବିଜେତା ହୋଇଥିବା ରାମ୍‌ ଚରନ ଖର୍‌ଦେଲଙ୍କୁ ପୁରସ୍କସ୍କୃତ କରିବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ୬୦ଜଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।

jayashree
Leave A Reply

Your email address will not be published.