ଦ ମିରର୍ ସୋସିଆଲ ଫାଉଣ୍ଡେସନ ତରଫରୁ ଦନ୍ତ ଚିକିତ୍ସକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ମିରର୍‌ ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଜାତୀୟ ଦନ୍ତ ଚିକିତ୍ସକ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଶାଦୀପ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ମେମ୍ବର ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ । ଏଠାରେ ସମସ୍ତ କାର୍ୟ୍ୟକର୍ତ୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଡକ୍ଟର ସୌଭାଗ୍ୟ ଜେନା, ସବ୍ୟ ଦାଶ, ଅଶୋକ ଦକ୍ଷିଣ ରାୟ, ପ୍ରୀତି ମିଶ୍ରା, ଟୋନି ତ୍ରିପାଠୀ, ରାଜଲକ୍ଷ୍ମୀ ପାତ୍ର, ରାଜିବ ପଲାଇ ପ୍‌ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve + 17 =