om academy

ବ୍ରହ୍ମପୁର ଏମ୍‌କେସିଜି ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁର ଏମ୍‌କେସିଜି କ୍ରିକେଟ ପଡ଼ିଆରେ କ୍ରିକେଟ କନଫରେନ୍ସ ଦ୍ଵାରା ୫ ମ୍ୟାଚ୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ମ୍ୟାଚ୍‌ରେ କ୍ୟା କରପକତା ଇସ୍ ରେହେନେଇଯାତା ଟିମକୁ ୨୩ ରନ୍‌ରେ ପରାସ୍ତ କରି ବିଜୟଲାଭ କରିଛି । କ୍ୟା କରପକତା ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୨୨ ରନ କରିଥିଲେ । ଦ୍ଵିତୀୟରେ ବ୍ୟାଟିଂ କରିଥିବା ୯୯ ରନ୍‌ କରି ୨୩ ରନରେ ପରାସ୍ତ ହୋଇଥିଲେ । ସୁନିଲ ପାଣି ମ୍ୟାନ ଅଫ ଦି ସିରିଜ୍ ଓ ବିଜୟୀ ଦଳଙ୍କୁ ୫୦୧/- ବିଜୟରାଶି ପ୍ରଦାନ କରାଯାଇଛି । ରାକେଶ, ସତିଶ, ଦିନେଶ, ରାମ, ଶୁଭମ୍, ଅସିତ୍, ଲୀଙ୍କୁ, ଚିକୁ, ଦିବ୍ୟ ଆଦି ଖେଳାଳି ରହି ଶାନ୍ତି ଶୃଙ୍ଖଳାର ସହିତ ଖେଳକୁ ପରିଚାଳିତ କରିଥିଲେ ।

Leave A Reply

Your email address will not be published.