pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨ରୁ ଜଣେ, ଦେଓଗାଁ ବ୍ଲକ ସିଙ୍ଗନମୁଣ୍ଡା, ଗାଈବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, କୁତୁର୍ଲା ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ଗୁଡଭେଲା ଗ୍ରା.ପ.ରୁ ଜଣେ ଓ ଖପ୍ରାଖୋଲ ବ୍ଲକ ଘୁନସର ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

7 + 7 =

error: Content is protected !!