pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୮

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧୦ ଜଣ, ବଲାଙ୍ଗିର ବ୍ଲକରୁ ୨୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨୬ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡା ବ୍ଲକରୁ ୧୪ ଜଣ, ଦେଓଗାଁ ବ୍ଲକରୁ ୪ ଜଣ, ଗୁଡଭେଲା ବ୍ଲକରୁ ୧୮, କଣ୍ଟାବାଞ୍ଜି ଏନ୍‌ଏସିରୁ ୩ ଜଣ, ଖପ୍ରାଖୋଲ ବ୍ଲକରୁ ୮ ଜଣ, ଲୋଇସିଂହା ବ୍ଲକରୁ ୨୯ ଜଣ, ମୁରିବାହାଲ ବ୍ଲକରୁ ୯ ଜଣ, ପାଟଣାଗଡରୁ ୧୭ ଜଣ, ପାଟଣାଗଡ ଏନ୍‌ଏସିରୁ ୨ ଜଣ, ପୁଇଁନ୍ତଲା ବ୍ଲକରୁ ୨ ଜଣ, ସଇଁନ୍ତଲା ବ୍ଲକରୁ ୧୯ ଜଣ, ଟିଟିଲାଗଡ ବ୍ଲକରୁ ୧୯ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୮ ଜଣ, ତୁରେକେଲା ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

jay balangir
Leave A Reply

Your email address will not be published.

3 × 5 =