centurian jitm

ସରକାରୀ ମହିଳା ମହାବିଦ୍ୟାଳୟ ଠାରେ “ଚୁନାଭ ପାଠଶାଲା” ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ “ଚୁନାଭ ପାଠଶାଲା” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୁବତୀ ମାନଙ୍କୁ ଭୋଟର ଭାବରେ ପଞ୍ଜିକରଣ କରିବାକୁ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.