csstore

ଗାଈ ଆକ୍ରମଣରେ ବୃଦ୍ଧ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀକା ରୋଲିନୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ କେ.କେ ମନ୍ଦିର ପଡାକୁ ବରପଦର ଗାଁର ଜଣେ ବୃଦ୍ଧ ବୟସର ବ୍ୟକ୍ତି ନିଜ ପେଟ ପୋଷିବା ପାଇଁ ଭିକ୍ଷା ମାଗିବା ପାଇଁ ଆସିଥିଲେ । ସେହି ସମୟରେ ପାଖରେ ଥିବା ଏକ ଗାଈ ବୃଦ୍ଧଙ୍କୁ ଆକ୍ରମଣ କରିବାରୁ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ପଡିଯାଇଥିବା ବେଳେ ସମାଜସେବୀକା ରୋଲିନୀ ଦାସ ଖବର ପାଇ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଡାକ୍ତରଖାନାକୁ ଆଣିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.