oom

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଗଙ୍ଗାଧର ହେର୍ଣ୍ଣା ମନୋନୀତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣ୍ଣାଙ୍କୁ ବିଧାୟକଙ୍କ ଅନୁପସ୍ଥିତିରେ ଦରକାର ପଡ଼ିଲେ ଅଫିସର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି । ଏ ସମ୍ପର୍କିତ ଏକ ପତ୍ର ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପ୍ରଦାନ କରାଯାଇଛି । ଏହି ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ନିରଞ୍ଜନ ସାହୁ, ରାମୁ କୁମ୍ଭାର, ତହସିଲ ନାଗ, ମହାଦେବ ଟାହାଣି, ପଦ୍ମନାଭ ସାହୁ, ଈଶ୍ୱର ପଟେଲ, ସରୋଜ ବାଗ, ଫକିର ଲୁହା, ବିଷ୍ଣୁ ବେହେରା, ସୁନାଶିର ସାହୁ, ଗୁପ୍ତେଶ୍ୱର ସାହୁ, ଦିବ୍ୟଲୋଚନ ବୁଡେକ, ପାଦେ ତାଣ୍ଡି, ହିମାଂଶୁ ଜାଲ, କିଶୋର ଘିବେଲା, ଶିବ ଯୁଏଡ, ଟୁନା ବାବା, ମାନପତି ଷାଣ୍ଡ, ଭୋଦେବ ସାହୁ, ଲବ ଖେତି, ଡମ୍ବରୁଧର ହେର୍ଣ୍ଣା, ପିଙ୍କୁ ପୋଡ଼, ଲାଲୁ ପୁଟେଲ, ଜୟମାଳ ସେଲମା, ରାଜକୁମାର ବାଗ, ଇନ୍ଦ୍ରମଣି ବାଗ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.