om academy

ବଲାଙ୍ଗିର ନାଗରିକ କମିଟି ବୈଠକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ସଭାପତି ବେଲାର ସିଂହ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଲାଙ୍ଗିରର ରେଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବୀପତ୍ର ଦିଆଯାଇଥିଲା । ଇତି ମଧ୍ୟରେ ଶ୍ରୀ ବିଶି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ନାଗରିକ କମିଟିର ଦାବୀ ସହ ଜିଲ୍ଲାର ଅନ୍ୟାନ୍ୟ ଦାବୀ ରଖିଥିଲେ । ଫଳରେ ନାଗରିକ କମିଟି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.