ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା

ବୌଦ୍ଧ, (ମମତା ମହାକୁର) : ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା ହୋଇ ପାରିଥିବାରୁ ସାଧାରଣରେ ଖୁବ ଉତ୍ସାହ ଦେଖା ଦେଇଛି । ଏହି ଆଲୋକ ବ୍ୟବସ୍ଥା ଯୋଗୁଁ ସନ୍ଧ୍ୟା ସମୟରେ ଲୋକେ ବେଶ ମଜାନେଇ ପାରିବେ । ଜିଲ୍ଲାପାଳଙ୍କ ଏ ଉଦ୍ୟମ ଯୋଗୁଁ ଲୋକେ ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.