pakka

ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ଗିରଫ କଲା ‘ଇଡି’

bbehera

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ କରିଥିବା ନେଇ ସୂଚନା ରହିଛି । ‘ରେସନ୍‌’ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ ଗିରଫ କରିଥିବା ବେଳେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ର ସରକାର ‘ସରକାରୀ ଏଜେନ୍‌ସି’ର ଅପବ୍ୟବହାର କରୁଛନ୍ତି ।

jay balangir
Leave A Reply

Your email address will not be published.

13 + eight =

error: Content is protected !!