ଦେଶରେ ଆଜିଠୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଦୀର୍ଘ ୭ ମାସ ପରେ ଆଜିଠୁ ଖୋଲିବ ସିନେମା ହଲ୍ । ଦର୍ଶକମାନେ ଏବେ ନିଜର ପସନ୍ଦର ସିନେମାକୁ ବଡ଼ ସ୍କ୍ରିନରେ ଦେଖିପାରିବେ । କରୋନା ସଂକ୍ରମଣ ଦୃଷ୍ଟିରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ଚାଲିବ ହଲ୍ । କଟକଣା ନ ମାଲିଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଓଡ଼ିଶା ସରକାରଙ୍କ ତରଫରୁ କିନ୍ତୁ ମିଳିନାହିିଁ ଅନୁମତି । ଏଣୁ ରାଜ୍ୟରେ ସିନେମା ହଲ୍ ବନ୍ଦ ରହିବ ।

Leave A Reply

Your email address will not be published.