Browsing Category
ଦେଶ ବିଦେଶ
ଭୁବନେଶ୍ୱରରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଅଂଶଗ୍ରହଣ
● ଭାରତର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ବିଶ୍ୱରୁ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ଲାଗି ପ୍ରବାସୀଙ୍କୁ ନିବେଦନ କଲେ ଡକ୍ଟର ମାଣ୍ଡଭୀୟ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଭୁବନେଶ୍ୱର!-->!-->!-->…
Read More...
Read More...
ରାଷ୍ଟ୍ରପତି ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ
ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୯ରେ ରାଷ୍ଟ୍ରପତି ମେଘାଳୟର ଉମିୟାମଠାରେ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର୍ ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ!-->!-->!-->…
Read More...
Read More...
ନୂଆଦିଲ୍ଲୀରେ ସିବିଆଇ ଦ୍ୱାରା ବିକଶିତ ଭାରତପୋଲ୍ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଭାରତପୋଲ୍'ର ଶୁଭାରମ୍ଭ ସହ ଭାରତ ଅନ୍ତର୍ଜାତୀୟ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂତନ ଯୁଗରେ ପ୍ରବେଶ କରିଛିଦେଶରେ ଅପରାଧ କରି ବିଦେଶ ପଳାୟନ କରିଥିବା ଅପରାଧୀଙ୍କୁ ଧରିବା ପାଇଁ 'ଭାରତପୋଲ' ଏବଂ ତିନୋଟି ନୂଆ ଅପରାଧିକ ଆଇନ ଏକ ଶକ୍ତିଶାଳୀ!-->…
Read More...
Read More...
୨୦୨୫ ପାଇଁ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଏହାର ବିଷୟବସ୍ତୁ ହେଉଛି ‘ଜନଭାଗିଦାରୀ ସେ ଜନକଲ୍ୟାଣ', ଏହା ପରିବର୍ତ୍ତନକାରୀ ଶାସନର ଦଶନ୍ଧି ପାଳନ କରୁଛି
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ନିଜର ୨୦୨୫ କ୍ୟାଲେଣ୍ଡର ପାଇଁଜନଭାଗିଦାରୀ ସେ ଜନକଲ୍ୟାଣକୁ କେନ୍ଦ୍ରୀୟ ବିଷୟବସ୍ତୁ ଭାବେ ବାଛିଛନ୍ତି, ଯେଉଁଥିରେ ପରିବର୍ତ୍ତନଶୀଳ!-->!-->!-->…
Read More...
Read More...
ବିଭିନ୍ନ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
● ଜାମ୍ମୁ-କାଶ୍ମୀର, ତେଲଙ୍ଗାନା ଏବଂ ଓଡ଼ିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶରେ ସହାୟକ ଦେବ : ପ୍ରଧାନମନ୍ତ୍ରୀ● ଆଜି ଦେଶ ବିକଶିତ ଭାରତର ସଂକଳ୍ପକୁ ହାସଲ କରିବା ଦିଗରେ ଅଗ୍ରସର ଏବଂ ଏଥିପାଇଁ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ଏକାଧିକ ରେଳ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ
ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦ୍ଘାଟନ କରିବେପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ!-->…
Read More...
Read More...
ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି…
ସାହିବାବାଦ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ପରେ ଦିଲ୍ଲୀକୁ ମିଳିଲା ପ୍ରଥମ ନମୋ ଭାରତ ସଂଯୋଗ୧୦୦୦ କିଲୋମିଟରରେ ପହଞ୍ଚିଲା ଭାରତର ମେଟ୍ରୋ ନେଟୱାର୍କ, ଏହା ଏକ ଉଲ୍ଲେଖନୀୟ ସଫଳତା : ପ୍ରଧାନମନ୍ତ୍ରୀ'ମେକ୍ ଇନ୍ ଇଣ୍ଡିଆ' ସହ 'ହିଲ୍ ଇନ୍!-->…
Read More...
Read More...
ଚିଠା ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀ
ନୂଆଦିଲ୍ଲୀ, (ପିଆଇବି) : ଚିଠା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ବ୍ୟକ୍ତିଗତ ଡାଟାର ନିରାପତ୍ତା ସୁନିଶ୍ଚିତ କରି ସେମାନଙ୍କ ଅଧିକାରର ସୁରକ୍ଷା କରିବା । ଡିଜିଟାଲ ବ୍ୟକ୍ତିଗତ ଡାଟାର ସୁରକ୍ଷା ନିମନ୍ତେ ଏକ ଦୃଢ଼ ଫ୍ରେମୱାର୍କ ସୃଷ୍ଟି କରିବା!-->…
Read More...
Read More...
ଏନ୍ଡିଏମସିର ଏକଜାମ୍ ୱାରିଅର୍ସ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ…
● ପରୀକ୍ଷାର ଚାପ ହ୍ରାସ କରିବା ପାଇଁ ନିରନ୍ତର ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଲେ● ‘ସଫଳ ହେବା ପରିବର୍ତ୍ତେ କର୍ମ କରିବା ଲାଗି ସ୍ୱପ୍ନ ଦେଖିବାକୁ’ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦ୍ୱାରା ଅନୁପ୍ରାଣିତ ହୋଇ ଏକଜାମ୍ ୱାରିଅର୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ୪ ହଜାର!-->…
Read More...
Read More...
୧୨ ବର୍ଷରେ ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ୨୫.୭%ରୁ ୪.୮୭%କୁ ହ୍ରାସ
• ସହରୀ ଦାରିଦ୍ର୍ୟ ହାର ୪.୦୯% ଏବଂ ସାମଗ୍ରିକ ଦାରିଦ୍ର୍ୟ ହାର ୪-୪.୫%କୁ କମିଲା• ଭୌତିକ ଭିତ୍ତିଭୂମିରେ ଉନ୍ନତି ଗ୍ରାମୀଣ ସମୃଦ୍ଧି ପାଇଁ ପ୍ରଶସ୍ତ କରିଛି ମାର୍ଗ• ପାରିବାରିକ ବଜେଟରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି• ଡିବିଟି ଭଳି ସରକାରୀ ଯୋଜନା କାରଣରୁ ସହରୀ ଓ ଗ୍ରାମୀଣ!-->…
Read More...
Read More...