Browsing Category

ଦେଶ ବିଦେଶ

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଠାରେ ଇସ୍ରୋର ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲ୍‌ପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
Read More...

ବିଗତ ୯ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆର ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଓ ସେମାନଙ୍କ ଅଭିନବ…

ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି : ପ୍ରଧାନମନ୍ତ୍ରୀଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,
Read More...

ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି
Read More...

ଆଇଆଇଟି ଭୁବନେଶ୍ୱରରେ ଦ୍ଵିତୀୟ ସିଏସ୍ଆର୍ କନକ୍ଲେଭରେ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତି, ନବସୃଜନ ଏବଂ ସର୍କୁଲାର୍…

ଭୁବନେଶ୍ୱର, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ସିଏସ୍ଆର୍ ସେଲ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗୀ ପାର୍କର ସହଯୋଗରେ ଆୟୋଜିତ ଦ୍ୱିତୀୟ ସିଏସ୍ଆର କନକ୍ଲେଭରେ ୧୦ ଜାନୁଆରୀ ୨୦୨୫ରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ମିଳିତ ଆଭିମୁଖ୍ୟ
Read More...

ଏସୀୟ କପ୍ କାନୋ ପ୍ରତିଯୋଗିତା, ହଂକଂ ୨୦୨୪-୨୫ରେ SAI NCOE ଜଗତପୁର ଆଥଲେଟମାନେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ଶ୍ରୀମାନ ସଲାମ୍ ସୁନିଲ ସିଂହ ୯ରୁ ୧୨ ଜାନୁଆରୀ ୨୦୨୫
Read More...

ସ୍ମାର୍ଟଫୋନ୍ ଠାରୁ ଲାପଟପ୍ ପର୍ଯ୍ୟନ୍ତ : ଆଇ.ଟି. ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭାରତ

● ଚେନ୍ନାଇରେ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ କମ୍ପାନୀ ସିର୍ମା ଏସ୍.ଜି.ଏସ୍.ର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନ ଉଦ୍‌ଘାଟିତ● ପିଏଲ୍‌ଆଇ-୨ର ୧୮ମାସର ସ୍ୱଳ୍ପ ସମୟ ମଧ୍ୟରେ ତାମିଲନାଡ଼ୁରେ ପ୍ରଥମ ୟୁନିଟ୍ ଆରମ୍ଭ ହୋଇଛି; “ମେଡ୍ ଇନ୍ ଇଣ୍ଡିଆ” ଲାପଟପ ଉତ୍ପାଦନ ଆରମ୍ଭ●
Read More...

ସି-ଡ୍ୟାକ୍ ଦ୍ୱାରା ଡିଜାଇନ କରାଯାଇଥିବା ଉତ୍ପାଦ ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ଡେଭଲପମେଣ୍ଟ ବୋର୍ଡ ଏବଂ ସ୍ୱଦେଶୀ…

● ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର : ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେର
Read More...

ଢେଙ୍କାନାଳରେ ‘କପିଳାସ ହାଫ୍ ମାରାଥନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ହାତୀ ସୁରକ୍ଷା ଓ ପରିବେଶ ସଚେତନତା ଦିଗରେ ସାଧୁ ଉଦ୍ୟମ - ଧର୍ମେନ୍ଦ୍ର ପ୍ରଧାନ• ଏହି ମାରାଥନ, କପିଳାସକୁ ବିଶ୍ୱ ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥଳ ଭାବରେ ପ୍ରତିଷ୍ଠିତ କରାଇବ• ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର• ମନୁଷ୍ୟ ଓ
Read More...

ପ୍ରବାସୀ ଓଡ଼ିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

• ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ୨୦୩୬ରେ ବିଶ୍ୱର ‘ହାପେନିଂ ପଏଣ୍ଟ୍’ ହେବ ଓଡ଼ିଶା - ଧର୍ମେନ୍ଦ୍ର ପ୍ରଧାନ• ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ• ଓଡ଼ିଶାକୁ ବୈଶ୍ୱିକ ସ୍ତରକୁ ନେବା ପାଇଁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ
Read More...

ନିଜର ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ସହ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରିଛନ୍ତି । ଏହି ସ୍ପଷ୍ଟ ବାର୍ତ୍ତାଳାପରେ ତାଙ୍କ ପିଲାଦିନ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ଉତ୍ତର ଗୁଜରାଟ
Read More...