ନୃସିଂହନାଥରେ ମାଘମେଳା ସହ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପ୍ରତିପର୍ଷ ପରି ଚଳିତ ବର୍ଷ ଦୁଇଦିନ ଧରି ମାଘମେଳା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ରବିବାର ଉଦଯାପିତ ହୋଇଯାଇଛି । ଅଷ୍ଟପ୍ରହରୀ ନାମଯଜ୍ଞରେ…
Read More...

ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖା ରାଉରକେଲା ତରଫରୁ ୧୬ତମ ବାର୍ଷିକୋତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଡା. ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ୱ ଓ ମଞ୍ଜୁଳା କୁମାରୀ…
Read More...

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଧାରଣା ସ୍ଥାନରେ ଇଏସ୍ଆଇସି ଆଞ୍ଚଳିକ କମିଟି ସଦସ୍ୟଙ୍କ…

ରାଉରକେଲା, (ସସ୍ମିତା ପ୍ରଧାନ) : ୩୦ ତାରିଖ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ସମୟରେ ରାଉରକେଲାର ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନା ଦାବି ନେଇ ଜାନୁଆରୀ ୫ ତାରିଖ ଠାରୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସ୍ଥଳରେ ଇଏସ୍ଆଇସି…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ପ୍ରାୟୋଜିତ ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ରୋଟ୍ରାକ୍ଟ କ୍ଲବ ସହାୟତାରେ ସପ୍ତମ ଶ୍ରେଣୀ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ମଧ୍ୟରେ ଖୋଖୋ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀ…
Read More...

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ନବଜୀବନ ମଣ୍ଡଳର ବରିଷ୍ଠ କର୍ମକର୍ତ୍ତା ସ୍ୱର୍ଗତ ଭାଗିରଥି ନାୟକଙ୍କ ସହଧର୍ମିଣୀ ପ୍ରମିଳା ନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ନବଜୀବନ ମଣ୍ଡଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରମିଳାଙ୍କ ବିୟୋଗରେ ଅନୁଗୋଳ କାର୍ଯ୍ୟାଳୟ…
Read More...

କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୦ ତମ ବାର୍ଷିକ ଉତ୍ସବ

ଶିକ୍ଷାର ବିକାଶ ହେଲେ ଆମର ବିକାଶ ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ବିକାଶ ହେଲେ ଆମେ ବିକଶିତ ହେବା । ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ବହୁ ଅର୍ଥ…
Read More...

ବ୍ରଜ ମୋହନ ସାହିତ୍ୟ ସମିତିର ପୁନରୁତ୍ଥାନ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଗଡ଼ଜାତର ଐତିହ୍ୟ ସମ୍ପନ୍ନ ବ୍ରଜ ମୋହନ ସାହିତ୍ୟ ସମିତିର ପୁନରୁତ୍ଥାନ କରାଯିବ । ରବିବାର କଳାହାଣ୍ଡି ରାଜ ପ୍ରାସାଦରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଂଶ ଶତାବ୍ଦୀର…
Read More...

ରୋଷେଇ ଘରେ ଆସିବ ବିପ୍ଳବ : ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥା SAVE FULର ବଡ଼ ପଦକ୍ଷେପ, ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳକା ଖାଦ୍ୟ ହେବ ଏଣିକି ସୁଆଦିଆ ବ୍ୟଞ୍ଜନ । ଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ୍ଚ କମାଇବ AI ଆଧାରିତ ଏକ ଅଭିନବ ଆପö ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ବଲାଙ୍ଗିର ପରିସରରେ ସ୍ଥାୟୀ ଚିକିତ୍ସା ଓ circular economy କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ CUTM ଓ…
Read More...

ପୁଣି କାଟିଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ବେଧଡକ ଭାବେ ବାଲି ଚାଲାଣ କରୁଛନ୍ତି ବାଲି ମାଫିଆ । ବଲାଙ୍ଗିର ଜିଲ୍ଲାରେ ଏହା ଏକ ଚିରାଚରିତ ଘଟଣା ହୋଇସାରିଛି । ବିଶେଷ କରି ସୁକତେଲ ଓ ଅଙ୍ଗ ନଦୀରୁ ଉଭୟ ଦିନବେଳା ଓ ରାତିରେ ପ୍ରଶାସନର ଜାଣତରେ ବାଲି ଚୋରା ଚାଲାଣ ହେଉଛି ।…
Read More...

ଜାତୀୟ ସର୍ବ କନିଷ୍ଠ ଖୋ ଖୋ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ଦୁଇ ଭାଇ ଲବ ଓ କୁଶ

ବାରିପଦା, (ଦେବସ୍ମିତ ଚୌଧୁରୀ) : କୁରୁକ୍ଷେତ୍ର, ହରିୟାଣା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ ତମ ସର୍ବ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଦଳରେ ସ୍ଥାନ ପାଇ ନିଜ ବିଦ୍ୟାଳୟ, ଅଂଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜଗତସିଂହପୁର ଠାରେ ଅନୁଷ୍ଠିତ ୧୭ ତମ ରାଜ୍ୟ ସ୍ତରୀୟ…
Read More...