୧୬.୪୨ କୋଟିର ଷ୍ଟାଡିୟମ : ଖପ୍ରାଖୋଲରେ ବିକାଶର ଗର୍ଜନ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦୀର୍ଘବର୍ଷର ଅବହେଳା, ଦାରିଦ୍ର୍ୟ ଓ ପ୍ରବାସ ସମସ୍ୟାରେ ପୀଡ଼ିତ ଖପ୍ରାଖୋଲ ଅଞ୍ଚଳ ଏବେ ବିକାଶର ନୂଆ ଆଶା ଦେଖୁଛି । ବୁଧବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗସ୍ତ ଏହି ସଙ୍କଳ୍ପକୁ ସ୍ପଷ୍ଟ କରିଛନ୍ତି । ବଡ଼ଗୁର୍ଜିଭଟାରେ ୧୦ ଏକର!-->…
Read More...
Read More...