ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଗୁରୁବାର ଦିନର ସନ୍ଧ୍ୟାରେ ପିତାମହୁଲ ଗ୍ରାମର ସମସ୍ତ ମା-ଭଉଣୀ ମାଞ୍ଜିରମୁଢା ପୋଖରୀକୁ ଯାଇ…
Read More...

ହାଇଟେକ ମେଡିକାଲ କଲେଜ ଅଫ୍ ନର୍ସିଂରେ ବିଶ୍ୱ କର୍କଟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ଅଫ ନର୍ସିଂରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଛି । ଏଥିରେ ନର୍ସିଂ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା, ସ୍ୱାସ୍ଥ୍ୟ, ଶିକ୍ଷା, ନାଟକ ଏବଂ ସେମିନାର ପରି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।…
Read More...

ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ବେଆଇନ ଅଧିକାର ଉପରେ ଚିଠି ଲେଖିଲେ ରେଙ୍ଗାଲି ବିଧାୟକ

ରାଉରକେଲା /ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଜିଲ୍ଲା ଶ୍ରିପୁରା ଠାରେ ଥିବା ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ଅଧିକାର କରିଥିବା ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପୁର ସମ୍ବଲପୁର ଜିଲ୍ଲାପାଳଙ୍କୁ ଗୁରୁବାର ଚିଠି କରିଛନ୍ତି । ଶ୍ରିପୁରା ଠାରେ ଥିବା ଏପିଶୀଳନ…
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଲାଠିକଟା ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ଜତରା-୨୦୨୬ ମହୋତ୍ସବରେ ଯୋଗଦେବା ପାଇଁ ଲାଠିକଟା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ଲାଠିକଟା ସ୍ଥିତ ସରକାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ…
Read More...

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍ ପ୍ରଥମ ସିଜନ୍ ଆଜିଠୁ ଆରମ୍ଭ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜିରେ କ୍ରିକେଟ ପ୍ରିମିୟର ଲିଗ୍‌ର ପ୍ରଥମ ସିଜନ୍ ଭବ୍ୟ ଭାବେ ଆରମ୍ଭ ହୋଇଛି । ଏହି ଲିଗ୍‌କୁ କଣ୍ଟାବାଞ୍ଜି ଟାଉନ ଏକାଦଶ କ୍ରିକେଟ କ୍ଲବ୍‌ ତରଫରୁ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜିର ୮ଟି ଦଳ ଭାଗ ନେଉଛନ୍ତି । ଲିଗ୍‌ରେ…
Read More...

ସହିଦ ମାଧୋ ସିଂହ ଓ ଘେ‍ଁସ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଉପରେ ଗବେଷଣା ଲାଗି ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଇଂରେଜ ସରକାରକୁ ବାର୍ଷିକ…
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ନୂତନ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ କରକମଳରେ ନୂତନ ଭାବେ ବଲାଙ୍ଗିର ଜିଲ୍ଲାର ବେଲପଡା, ଖପ୍ରାଖୋଲ, ସଇଁତଳା ଓ ଦେଓଗାଁରେ ସବ୍ ରେଜିଷ୍ଟ୍ରାର ବା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି । ଏହା ସହ “ଆମ ସାଥି” ସହାୟକ…
Read More...

ମନରେଗା ଯୋଜନା ଫେରାଇବାକୁ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗ‌ଙ୍କ ଉପସ୍ଥିତିରେ ମନରେଗା ବଞ୍ଚାଅ ଧାରଣା ସଭା ପୁଇଁନ୍ତଲା ବ୍ଲକ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାର ଉଦ୍ଦେଶ୍ୟ ହେଲା ସରକାର ମାହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆଇନ…
Read More...

ସଇଁତଲାରେ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଉଦଘାଟନ

ସଇଁତଲା, (ଖୁସିରାଣୀ ସାହୁ) : ଦୀର୍ଘଦିନ ଧରି ସଇଁତଳା ଅଞ୍ଚଳବାସୀଙ୍କର ଏକ ମୁଖ୍ୟ ଦାବି ଥିଲା ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ସ୍ଥାପନ । ଏହି ଦାବିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବିପତ୍ର ଓ ସାଧାରଣ ଜନମତ ପ୍ରକାଶ ହୋଇଆସୁଥିଲା । ଦୀର୍ଘ ପ୍ରତୀକ୍ଷାର ଅବସାନ ହୋଇ ଆଜି ସେହି ସ୍ୱପ୍ନ…
Read More...

ଗାଈଧାର ନଦୀ ଶଯ୍ୟାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ବାନେର ନିକଟ ଗାଈଧାର ନଦୀ ଶଯ୍ୟାଋ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ଜୟପାଟଣା ପୋଲିସ ଦ୍ୱାରା ତଦନ୍ତ ଜାରି ରହିଥିବା ସୂଚନା ମିଳୁଛି । ସୂଚନାରୁ ପ୍ରକାଶ ଯେ, ଆଜି ଦିନ ଦଶଟା ବେଳେ କିଛି ବ୍ୟକ୍ତି ବାନେର ନିକଟ ଗାଈଧାର ନଦୀ…
Read More...