ହାଟପଦା ପଡ଼ା ଗୋଶାଳା ପଡ଼ାରେ କାର୍ତ୍ତିକ ପୂଜା : ଅଁଳା ଓ ତୁଳସୀ ଗଛକୁ ପୂଜା କରି ପାଳିଲେ ବ୍ରତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ହାଟପଦା ପଡ଼ାର ଗୋଶାଳାପଡ଼ାରେ ୫୬ ତମ କାର୍ତ୍ତିକ ପୂଜା ଅତି ଧୁମ୍‌ଧାମରେ ପାଳନ କରାଯାଇଛି । ଗୁରୁବାର ଦିନ ଠାରୁ କାର୍ତ୍ତିକ ପୂଜା ଆରମ୍ଭ ହୋଇଥିବା ବେଳେ ପୂଜକ ସୋମନାଥ ମିଶ୍ର ଓ ସହ ପୂଜକ ସଞ୍ଜୟ ପଣ୍ଡା
Read More...

ନୂଆପଡା ଉପନିର୍ବାଚନରେ ଭୋଟ୍ ଦେବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀ

ବହୁ ସଂଖ୍ୟାରେ ମତଦାନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀମାନେ । ଏହି ନିର୍ବାଚନ ମଣ୍ଡଳୀରେ
Read More...

‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା” ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ’’

ନୂଆଦିଲ୍ଲୀ, (ପିଆଇବି) : ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ଉପରେ ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ମାଇଗଭ୍ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଉପଭୋକ୍ତା ଆଇନ ବିଭାଗ ସହଯୋଗରେ ଆରମ୍ଭ
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”- ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ମହକ ଓ ଉତ୍ସବ"ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ କିଶୋର ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଆୟୋଜିତ ବଲାଙ୍ଗିର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ
Read More...

ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ
Read More...

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଉରକେଲା ସେକ୍ଟର-୧୬ର ଧବଳେଶ୍ୱର ମନ୍ଦିର ପରିସରରେ ମନ୍ଦିର କମିଟି ଦ୍ୱାରା ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିପାଇଁ ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ଏବଂ ଫୁଲରେ ସଜାଯାଇଥିଲା ।
Read More...

ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ଆଦମୀ ପାର୍ଟି ତରଫରୁ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ବାସନ୍ତୀ କଲୋନୀ, ରାଉରକେଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଗତ ଏପ୍ରିଲ ମାସରେ ବନ୍ଧମୁଣ୍ଡା ନିକଟବର୍ତ୍ତୀ
Read More...

ଗୋପାଳପୁର ବେଳାଭୂମିଠାରେ ବୁଧବାର ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମିଠାରେ ବୁଧବାର ରାସପୂର୍ଣ୍ଣିମା ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ମଙ୍ଗଳବାର ଗୋପାଳପୁର
Read More...

ଲାଂଚ ନେବାବେଳେ ୨ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ବରଗଡ଼, (ମୁନ୍ନା ସାହୁ) ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ବରଗଡ଼ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ ନେବା ବେଳେ ୨ ଜଣଙ୍କୁ ବନ୍ଧିଲା ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡିଲେ ଜଣେ ଆକାଉଣ୍ଟାଣ୍ଟ ଓ ଜଣେ ମହିଳା ପିଅନ । ଏମାନେ ହେଉଛନ୍ତି ଆକାଉଣ୍ଟାଣ୍ଟ ଶେଖର
Read More...

ଚବିଶ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହାଟପଦା ପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ ୧୧ତମ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି । ହରେକୃଷ୍ଣ ହରେରାମ ଧ୍ୱନିରେ ମଣ୍ଡଳୀ ପ୍ରକମ୍ପିତ ହୋଇଉଠୁଛି ।
Read More...