ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବଳୟା କଲେଜର ଅର୍ଥନୀତି ବିଭାଗର ଅଧ୍ୟକ୍ଷ ଦେବାଶିଷ ପଧାନ ଯୋଗ ଦେଇ ରକ୍ଷାବନ୍ଧନର ମହତ୍ୱ ବିଷୟରେ
Read More...

ଆଧ୍ୟାତ୍ମିକ ପତ୍ରିକା ବଳଦେବ ବିଥିକା ଉନ୍ମୋଚିତ

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ଦଶମ ବାର୍ଷିକ ଆଧ୍ୟାତ୍ମିକ ଗବେଷଣାତ୍ମକ ପତ୍ରିକା "ବଳଦେବ ବିଥିକା" କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପ୍ରାଙ୍ଗଣରେ ବଳଦେବ ଜନ୍ମ ମହୋତ୍ସବ ପାଳନ ଅବସରରେ ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର୍‌
Read More...

ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ସରକାରଙ୍କ ତରଫରୁ ରକ୍ଷା ବନ୍ଧନର ଭେଟି ସ୍ଵରୂପ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି ।
Read More...

ବୁକୁରାମୁଣ୍ଡାରେ ମୁଖ୍ୟ ତୋରଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମରେ ନବନିର୍ମିତ ମୁଖ୍ୟ ତୋରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତୋରଣକୁ ଉଦ୍‌ଘାଟନ କରିଥିଲେ ।
Read More...

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ

୧,୬୭,୦୯୪ ହିତାଧିକାରୀଙ୍କ ଖାତାକୁ ଗଲା ୮୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନୂଆପଡ଼ା, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନୂଆପଡ଼ା ସହରର ରେଲୱେ ଫାଟକ
Read More...

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

‘ମେରୀ ପଞ୍ଚାୟତ’ ଆପ୍ ମାଧ୍ୟମରେ ସରଳ, ସୁରକ୍ଷିତ ଓ ସ୍ୱଚ୍ଛ ଉପାୟରେ ଗ୍ରାମ ପଞ୍ଚାୟତକୁ ସିଧାସଳଖ କମ୍ପ୍ୟୁଟର ଦାନ ନୂଆଦିଲ୍ଲୀ, (ପିଆଇବି) : ତୃଣମୂଳ ସ୍ତରରେ ଡିଜିଟାଲ୍ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ‘ଦାନବୀର’ ସାଜି ଜନ ଭାଗୀଦାରୀରେ ସାମିଲ ହେବାକୁ ପଞ୍ଚାୟତ ରାଜ ମନ୍ତ୍ରାଳୟ
Read More...

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ରକ୍ଷାବନ୍ଧନ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଏନ୍.ସି.ସି, ୟୁଥ୍ ଓ ୟୁକୋ କ୍ଲବ ଓ ଏନର୍ଜି କ୍ଲବର ସମ୍ମିଳିତ ନିଷ୍ଠା ଓ ପ୍ରୟାସ କ୍ରମେ
Read More...

ଯୁବନେତା ମଦନ ଦୀପଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ମଦନ ଦୀପଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାର ପରେ ଗାଇସିଲେଟ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟା
Read More...

ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ “ସୁରକ୍ଷାର ସାକ୍ଷୀ ରାକ୍ଷୀ” କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ବଲାଙ୍ଗିର ପୌରପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କ ସହ ଏକ ନିଆରା ଏବଂ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ “ସୁରକ୍ଷାର ସାକ୍ଷୀ ରାକ୍ଷୀ” ରାଜେନ୍ଦ୍ର ପାର୍କଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ
Read More...

ଜାତି ପ୍ରମାଣପତ୍ର ପ୍ରଦାନରେ ଆର ଆଇଙ୍କ ଅସହଯୋଗ

ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦୁର୍ଗା ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ସହିତ ଉଚ୍ଚଶିକ୍ଷା ପ୍ରାପ୍ତି ଇତ୍ୟାଦିରେ ବିଶେଷ ସୁବିଧା ପାଇବା ପାଇଁ ଅନେକ ଛାତ୍ରଛାତ୍ରୀମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ତହସିଲ କାର୍ଯ୍ୟାଳୟରୁ ଜାତି
Read More...