ଦୁଲୁକିଲା ତହଁକ୍ କୁଟୁମ୍‌ର ନୂଆଁଖାଇ ମଞ୍ଚ

ପାଟଣାଗଡ : ସଂସ୍କୃତି ହିଁ ଗୋଟିଏ ଅଞ୍ଚଳକୁ ପରିଚୟ ଦେଇଥାଏ । ପଶ୍ଚିମ ଓଡିଶାର ଲୋକ ତିହାର୍ ନୂଆଁଖାଇ ସମସ୍ତଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିବାରେ ମୂଖ୍ୟ ଭୂମିକା ନେଇଥାଏ, ଏହି ବାର୍ତ୍ତା ନେଇ ପଶ୍ଚିମ ଓଡିଶାର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ସ୍ଥାନୀୟ ପାଟଣାଗଡ ସରସ୍ୱତୀ ଶିଶୁ
Read More...

ଐତିହାସିକ ପାଟଣାଗଡ ବଏଲ ଯାତ୍ରା ପାଇଁ ମା’ ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନୂତନ ଘଣ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଐତିହାସିକ ପୀଠ ପାଟଣା ରାଜ୍ୟର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୀଠରେ ରବିବାର ଦିନ ଅଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ମହାଳୟା ଦିନ ପ୍ରସିଦ୍ଧ ବଏଲ ଯାତ୍ରା ଓ ଦଶହରା ପର୍ବ ଲାଗି ପୀଠରେ ବଲାଙ୍ଗିରର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି
Read More...

ଜୟପାଟଣା ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ରକ୍ତଦାନ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଭାରତୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଜୟପାଟଣା ପି ଆର୍‌ ପେଲେସ ଠାରେ ଭାରତୀୟ ଜନତା ପାର୍ଟି ଜୟପାଟଣା ଆନୁକୂଲ୍ୟରେ ଏକ ଶିବିର ଆୟୋଜନ କରାଯାଇ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ
Read More...

ନୃସିଂହନାଥ ପୀଠରେ ସାମୁହିକ ପିଣ୍ଡଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁକ୍ତି ପୀଠ ମା' ରାମଚଣ୍ଡୀଙ୍କ ମନ୍ଦିରରେ ବରଗଡ଼ ଜିଲ୍ଲା କୁଲତା ସମାଜ ପକ୍ଷରୁ ମହାଳୟା ତିଥିରେ ପୂର୍ବଜ ପିତୃ ପୁରୁଷଙ୍କ ଆତ୍ମା ଶୁଦ୍ଧି ନିମନ୍ତେ ସାମୂହିକ ପିଣ୍ଡଦାନ କରିବା ସହ ବାର ଗୋତ୍ରର ସମସ୍ତଙ୍କ ଉଦ୍ଦେଶ୍ୟରେ ଶାନ୍ତି ହୋମ କରାଯାଇଥିଲା ।
Read More...

ପୁନେରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଭେଟଘାଟ ଧୁମ୍‌ଧାମ୍‌ରେ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେ ଠାରେ ରବିବାର ନୂଆଁଖାଇ ଭେଟଘାଟ କଲ୍‌ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହିତ ଅଂକୁଶ ରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ
Read More...

ସେବା ପର୍ବ ଉପଲକ୍ଷେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ମାରାଥନ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା । ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ
Read More...

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜାଖମନ ନିକଟରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକ ନିଜେ ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ, ରାସ୍ତା ପାଖରେ ଥିବା ଗଛରେ
Read More...

ବଜ୍ରାଘାତରେ ବ୍ୟକ୍ତି ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନଦୀରେ ସ୍ନାନ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତି ଗୁରୁତର ଆଘାତ ପାଇଛନ୍ତି । ସୂତ୍ର ଅନୁସାରେ, ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ଗିରିଧାରୀ ଭୁଏଙ୍କ ପୁଅ ଲୋକନାଥ ଭୁଏ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ସହ ନଦୀକୁ ଗାଧୋଇବା ପାଇଁ
Read More...

ସେବା ପକ୍ଷ ସପ୍ତାହ ପାଳନ ଅବସରରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ "ସେବା ପକ୍ଷ " ପାଳନ କରାଯାଉଛି । ଏହି
Read More...

ଅକ୍ଟୋବର ୫ରେ ପ୍ରସିଦ୍ଧ ମା’ ହରଗୌରୀଙ୍କ ଛତର ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମା' ଶକ୍ତି ସ୍ୱରୂପିଣୀ, କରୁଣାମୟୀ । ସେ ମହାମାୟୀ, ଦୟାମୟୀ । ମା' ସେ ଆଦ୍ୟାଶକ୍ତି । ଆକୁଳ ହୋଇ ମା'କୁ ଯିଏ ଡାକିଛି ତା ମନୋକାମନା ପୂରଣ ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ମା'ଙ୍କ ପାଖକୁ ଟାଣିଆଣିଥାଏ । ଦୂର ଦୁରାନ୍ତରୁ ହଜାର ହଜାର
Read More...