ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡ. ସତ୍ୟବନ୍ତ ବେଦବାକ୍‌
Read More...

ପିତୃପକ୍ଷ ଭୋଜନ ସେବା ସମାପ୍ତ : ସହଯୋଗ ଫାଉଣ୍ଡେସନର ପୂଣ୍ୟ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୫ ଦିନ ଧରି ଅବିରତ ଚାଲିଥିଲା । ପ୍ରତିଦିନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ରୁଟି,
Read More...

ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଙ୍ଗଳବାର ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଦଣ୍‌ଣ୍ଡସେନା ଓ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର : ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ
Read More...

ସିନାପାଲି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଗଣାଧାରଣା

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମିଶନ ଶକ୍ତି ସଂଘର ସଭାନେତ୍ରୀ ବିଣାପାଣି ବାରିକ ଓ ସଂପାଦିକା କ୍ଷୀରମତୀ ରାଉତଙ୍କ ନେତୃତ୍ୱରେ ସିନାପାଲି ବ୍ଲକ ଅନ୍ତର୍ଗତ ୨୭ ଗୋଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ସଂଘର ଶତାଧିକ କର୍ମୀ ସିନାପାଲି ବ୍ଲକ ଅଫିସ ପ୍ରାଙ୍ଗଣରେ ସାତ ଗୋଟି
Read More...

ନୃସିଂହନାଥ ଶ୍ରୀ ଶ୍ରୀ ବିନ୍ଧ୍ୟାବାସିନୀ ଦେବୀଙ୍କ ପୀଠରେ ମହାନବମୀ ପୂଜାର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ପରିସରରେ ଥିବା ମା' ବିନ୍ଧ୍ୟାବାସିନୀ ଦେବୀଙ୍କ ମହାଷ୍ଟମୀ ପୂଜା, ଭାଇଜିଉନ୍ତିଆ ଓ ମହାନବମୀ ପୂଜା ପାଇଁ ପାଇକମାଲ, ମୁନିକେଲ, ଗୁରୁଣ୍ଡା, ବରତୁଣ୍ଡା ଓ ବଇଦପାଲି ଗ୍ରାମର ଗୌନ୍ତିଆ ଓ ଭଦ୍ରବ୍ୟକ୍ତି, ନୃସିଂହନାଥ
Read More...

‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

ବୟନଶିଳ୍ପ ମନ୍ତ୍ରଣାଳୟ ଅଫିସ ଦ୍ୱାରା ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ନୂଆଦିଲ୍ଲୀ, (ପିଆଇବି) : ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ "ସଫାଇ ମିତ୍ର ସୁରକ୍ଷା ଶିବିର" ଆୟୋଜନ କରାଯାଇଥିଲା । ଏହି ଶିବିର ମାଧ୍ୟମରେ
Read More...

ଜିଏସଟି ୨.୦ ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ୍

ନବରାତ୍ରୀ ଏବଂ ଟିକସ ହ୍ରାସ ଯୋଗୁ କିଣାକିଣି ପାଇଁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ନୂଆଦିଲ୍ଲୀ, (ପିଆଇବି) : ୨୨ ସେପ୍ଟେମ୍ବର ୨୦୨୫ ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ
Read More...

କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ଦେବୀ ଭଗବତୀଙ୍କ ଆବାହନ ପୂର୍ବରୁ ମା' କାଳୀଙ୍କୁ ଆମନ୍ତ୍ରଣ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜାବିଧାନ ଆବାହନ ପୂର୍ବରୁ ମା' କାଳୀଙ୍କୁ ଆମନ୍ତ୍ରଣ କରାଯାଇଛି । ଛତ୍ରପୁର ରିକାପଲ୍ଲୀ ସାହିସ୍ଥ ମା' କଳ୍ପବାସିନୀ
Read More...

ଇସ୍ପାତ ନଗରୀରେ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା

ଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଆସୁଛି ପାର୍ବଣ । ପାର୍ବଣର ସମ୍ଭାରରେ ସଜେଇ ହେଉଛି ଗ୍ରାମ ଠୁ ସହର । ନବରାତ୍ର ଉପଲକ୍ଷେ ତଥା ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି । ମାଣିକ ଫାଉଣ୍ଡେସନ ସେକ୍ଟର ୭ ମଧୁ ମଣ୍ଡପ ଠାରେ
Read More...