ଐତିହାସିକ ସାଲେଭଟା ମା’ ପାଟଣେଶ୍ୱରୀ ପୀଠରେ ଦଶହରା ପୂଜାରେ ଲାଗିଲା ନୂତନ ଘଣ୍ଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାଲେଭଟା ମା’ ପାଟଣେଶ୍ୱରୀ ଐତିହ୍ୟ ପୂର୍ବ ପାଟଣା ରାଜ୍ୟ ସମୟରେ ୨୬ଟି ଗଡ ମଧ୍ୟରୁ ସାଲେଭଟା ଗଡ ବେଶ ଗୁରୁତ୍ୱ ବହନ କରୁଥିଲା । ବଳରାମ ଦେଓ ୧୫୦୦ ଖ୍ରୀଷ୍ଟାବ୍ଦରେ ଭାଇ ଭାଗ ପାଇ ଏହି ପୀଠ ସ୍ଥାପନ କରିଥିଲେ । ମା’ ପାଟଣେଶ୍ୱରୀ
Read More...

‘ଓଜିବି ପକ୍ଷରୁ ସ୍ୱଚ୍ଛତା ହିଁ ସେବା’ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାର୍ଡା ଦ୍ୱାରା ପ୍ରଯୋଜିତ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଛତାମଖନା ଶାଖା ଦ୍ୱାରା ଆୟୋଜିତ ସ୍ୱଚ୍ଛତା ହିଁ ସେବା ୨୦୨୫ କାର୍ଯ୍ୟକ୍ରମ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପକାର
Read More...

‘ଆଦି କର୍ମଯୋଗୀ ଅଭିଯାନ’

ରାଉରକେଲା, (ସସ୍ମିତା ପ୍ରଧାନ) :ଜିଲ୍ଲାପାଳ 'ଆଦି କର୍ମଯୋଗୀ ଅଭିଯାନ' ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ସାଲେପାଲି ପଞ୍ଚାୟତର ଡୁଡୁକି ଗାଁ ଓ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତର ବନ୍ଧପାଲି ଗାଁ ପରିଦର୍ଶନ କରିଥିଲେ । ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ
Read More...

“ସ୍ଵଚ୍ଛତା ହିଁ ସେବା” ଅଭିଯାନରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୃଢ ପ୍ରତିଶୃତି

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ "ସ୍ଵଚ୍ଛତା ହିଁ ସେବା" ଅଭିଯାନର ଦିବସର ବିଷୟ ବସ୍ତୁ- ଏକ୍‌ ଦିନ୍‌,ଏକ୍‌ ଘଣ୍ଟା,ଏକ୍‌ ସାଥ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଆଇନ -୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ (ପ୍ରତିରୋଧ, ନିଷିଦ୍ଧ ଓ ନିରାକରଣ) ଆଇନ-୨୦୧୩ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Read More...

ଓଡିଶାରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରର ପ୍ରସ୍ତାବ ନାହିଁ

ଦେଶବ୍ୟାପୀ କେବିକେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ କୋଟା ରଖାଯାଉ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ଭାରତ
Read More...

ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ

ଜୟପାଟଣା : ସେପ୍ଟେମ୍ୱର ୨୪ ତାରିଖ ଏକ ଚିର ସ୍ମରଣୀୟ ଦିନ । ଦିବ୍ୟ ଜୀବନ ସଂଘର ପ୍ରତ୍ୟେକ ଶାଖାରେ ଏହି ଦିନ ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ କରାଯାଏ । କଳାହାଣ୍ଡିର ଜୟପାଟଣା ସ୍ଥିତ ଦିବ୍ୟ ଜୀବନ ଶାଖାରେ ଶାଖାର ଅଧ୍ୟକ୍ଷ ପୂଜ୍ୟ ପୂର୍ଣ୍ଣାନନ୍ଦ ପୂରୀଙ୍କ
Read More...

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖରୁ ୭ ଦିନ ଧରି ଡିଗ୍ରୀ କଲେଜ କୁଶଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ବିଜୟ କୁମାର କଲେଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ବଣ୍ଟନ
Read More...

ଘରୋଇ ହିଂସା ଆଇନ – ୨୦୦୫ ଏବଂ ଯୌତୁକ ନିରୋଧ ଆଇନ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ଶକ୍ତି ଭବନ ବଲାଙ୍ଗିରରେ ଘରୋଇ ହିଂସା ଆଇନ ୨୦୦୫ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ତହସିଲଦାର, ଆଗଲପୁର ନବୀନ କିଶୋର ପାଢୀ, ତହସିଲଦାର ଲୋଇସିଂହା ଶ୍ରୀମତୀ ସଙ୍ଘମିତ୍ରା
Read More...

ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ଜୋନାଲ ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡି଼ଶା ସରକାର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି(ବାଳକ) ପ୍ରତିଯୋଗିତାରେ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଦ୍ମପୁର ୮ମ ଜୋନର ଜୋନାଲ୍ ଚାମ୍ପିୟନ ହୋଇଛି । ୧୧ ଗୋଟି ଉଚ୍ଚ
Read More...