୭୪ତମ ବର୍ଷରେ ପଦାର୍ପଣ କରିଛି ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ତଥା ଜିଲ୍ଲାର ସୀମାନ୍ତ ଗାଁ ମାଣ୍ଡୋସିଲ । କାହିଁ ଆବାହନ କାଳରୁ ଏହି ଗାଁରେ ଦୁର୍ଗାପୂଜା ହୋଇଆସୁଅଛି । ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଏ ବର୍ଷକୁ ଧରି ୭୪ ବର୍ଷରେ ପଦାର୍ପଣ କରିଛି । ଚଳିତ
Read More...

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିଭିନ୍ନ ଦୁର୍ଗା ପୂଜା ପେଣ୍ଡାଲ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଚାଲୁଥିବା ପର୍ବପର୍ବାଣୀ ସମୟରେ ବରଗଡ଼ ଜିଲ୍ଲାର ବିଭିନ୍ନ ଦୁର୍ଗାପୂଜା ପେଣ୍ଡାଲକୁ ଦର୍ଶନ ଉଦ୍ଦେଶ୍ୟରେ ପହଞ୍ଚି ଥିଲେ । ଏହି ସମୟରେ ଶ୍ରଦ୍ଧେୟ ସାଂସଦ ମାଆ ଦୁର୍ଗାଙ୍କୁ ପୂଜା-ଅର୍ଚ୍ଚନା କରି, ସମଗ୍ର ବିଶ୍ୱର
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ମାନବିକତାର ଉଦାହରଣ : ଦୁର୍ଘଟଣାରେ ଆହତଙ୍କୁ ନିଜେ ହସ୍ପିଟାଲକୁ ପହଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କର ମାନବିକତା ଓ ସେବାଭାବର ଦୃଢ ପ୍ରମାଣ ଦେଖିବାକୁ ମିଳିଛି । ଆଗଲପୁରରେ ଆୟୋଜିତ ସେବାପକ୍ଷ କାର୍ଯ୍ୟକ୍ରମକୁ ଯିବା ରାସ୍ତାରେ, ବିଜେପୁର ବ୍ଲକର ଗୁଡିମୁଣ୍ଡା ଠାରେ ଏକ ଭୟାବହ ଦୁର୍ଘଟଣା ଘଟିବା ପରେ ସାଂସଦ ନିଜର ଗାଡ଼ି
Read More...

ଲଗାଣ ବର୍ଷାରେ ଘର ଭାଙ୍ଗିଲା : ସହାୟତା ପାଇଁଁ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ଲଗାଣ ବର୍ଷା ଲାଗି ରହିଥିଲା । ପ୍ରବଳ ବର୍ଷା ଯୋଗୁଁ କାଂସଡା ଗାଁର ରୁଦନା ମାଝୀଙ୍କ ରୋଷେଇ ଘର ଭାଙ୍ଗି ଯାଇଥିବାର ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ତରଫ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
Read More...

ଛତ୍ରପୁରର ଶ୍ରୀ ଶ୍ରୀ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବ ମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଭିନ୍ନ ଶକ୍ତିପୀଠ ଏବଂ ଗ୍ରାମଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବମୁଖର ଭାବେ ପାଳିତ ହୋଇଆସୁଛି । ସହରର ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ଵାରା ପରିଚାଳିତ ଯାହା ଦେବୀନଗର ସାହିରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର

ବରଗଡ, (ମୁନ୍ନା ସାହୁ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର । ବରଗଡ଼ ଗୁରୁଦ୍ୱାରା ଛକ ଠାରେ ସ୍କୁଟିକୁ ପଛପଟୁ ପିଟିଲା ହାଇୱା । ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଓଡ଼ି ୧୭ ଏସି ୨୮୯୪
Read More...

ଯୁଗଦ୍ରଷ୍ଟା ସାହିତ୍ୟ ସାଧକ ରାଧାନାଥ ରାୟଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା ବିକାଶ ମଞ୍ଚ ଓ ଡିଭାଇନ ଲାଇଫ୍ ଏକାଡେମୀ, ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗଦ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ
Read More...

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତବାର୍ଷିକ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂ ସେବକର ଶତ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡ କାର୍ଯ୍ୟନିର୍ବାହ ଶ୍ରୀକାନ୍ତ ଥନାପତି, ଖଣ୍ଡ ସଂଘ ଚାଳକ ଜଗଦୀଶ ପଧାନ, ସାମାଜିକ ସଭାର ପ୍ରାନ୍ତ ସହ ସଂଯୋଜକ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ,
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାଦୁଇ ପିଟାରା’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଜେଜେବାପା ଏବଂ ଜେଜେମାଆ ହେଉଛନ୍ତି ପରିବାରର ସମ୍ପଦ, ପ୍ରେମମୟ ପରମ୍ପରାର ପ୍ରତିଷ୍ଠାତା, ମହାନ କାହାଣୀକାର ଏବଂ ଆମ ସାମାଜିକ-ସାଂସ୍କୃତିକ ଐତିହ୍ୟର ରକ୍ଷକ । ସେମାନଙ୍କର ନିଃସ୍ୱାର୍ଥପର ପ୍ରେମ, ଯତ୍ନ ଓ ମାର୍ଗଦର୍ଶନ ପିଲାମାନଙ୍କ ସାମଗ୍ରିକ ବିକାଶକୁ ସମୃଦ୍ଧ
Read More...