ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକାର ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁରେ ବଜ୍ରାଘାତ ହେବା ଯୋଗୁଁ କଣେ ନାବାଳିକାର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଉକ୍ତ ଗ୍ରାମର ସ୍ୱର୍ଗତ କୁପି
Read More...

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ
Read More...

ଭିଜିଲା ବିଜୟା ଦଶମୀ : ବାଲିଗୁଡାରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ । ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଗୁରୁବାର ମଧ୍ୟାହ୍ନ ୨ଟାରୁ ଅନ୍ଧାର
Read More...

ଶାରଳା ଶକ୍ତିପୀଠରେ ଷୋହଳ ପୂଜା ତଥା ଖଣ୍ଡାବସା ପର୍ବ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ୧୬ ପୂଜା ତଥା ଖଣ୍ଡାବସା ପର୍ବ ମହାନବମୀ ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସହସ୍ର କୁମ୍ଭାଭିଷେକ ଆୟୋଜିତ ହେବା ସହିତ ପ୍ରତ୍ୟହ ଦେବୀଙ୍କ ଅବତାର ବେଶ କରାଯାଇ ଭଜନ କୀର୍ତ୍ତନ, ଚଣ୍ଡୀପାଠ,
Read More...

ବିଜୟୀ ଦଶମୀରେ ମା’ ରାମଚଣ୍ଡୀଙ୍କ ଅପୂର୍ବ ଦର୍ଶନରେ ଭକ୍ତ ବିମୋହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀଙ୍କ ଷୋଡ଼ଶ ଉପଚାରରେ ଆୟୋଜିତ ଷୋଳଦିନାତ୍ମକ ପୂଜା ସମ୍ଭାର ଇତି ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି । ପବିତ୍ର
Read More...

ଆନ୍ତର୍ଜାତୀୟ ଅହିଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଅକ୍ଟୋବର ୨ରେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ନେତା ତଥା ଅହିଂସା ଦର୍ଶନ ଏବଂ ରଣନୀତିର ଅଗ୍ରଦୂତ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ "ଆନ୍ତର୍ଜାତୀୟ ଅହିଂସା ଦିବସ" ପାଳନ କରାଯାଏ । ମିଳିତ ଜାତିସଂଘ ସାଧାରଣ ସଭା ୧୫ ଜୁନ୍ ୨୦୦୭ ଅନୁଯାୟୀ, ଏହି
Read More...

କେର୍ମେଲାବାହାଲ ଓ ମାଝୀପାଲିରେ ସୋଲାର ଲାଇଟ୍ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ଓ ମାଝୀପାଲି ବସଷ୍ଟାଣ୍ଡରେ ସୋଲାର ଲାଇଟ୍ ସାଂସଦ ପ୍ରଦୀପ କୁମାର ପୁରୋହିତ ଓ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାସ୍ତା ଓ ଗୃହନିର୍ମାଣ ନିର୍ମାଣ
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ଦବାଇ ଇଣ୍ଡିଆ ଜେନେରିକ ଫାର୍ମାସୀ ମେଡିକାଲ ଷ୍ଟୋର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ନୃସିଂହନାଥ ଯିବା ରାସ୍ତାରେ ଜିତେନ୍ଦ୍ରିୟ ଦାଶଙ୍କ ଦବାଇ ଇଣ୍ଡିଆ ଜେନେରିକ ଫାର୍ମାସିଷ୍ଟ ମେଡିକାଲ ଷ୍ଟୋରକୁ ଆଜି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି
Read More...

ନାରୀ ଶକ୍ତି ସ୍ୱରୂପା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଏନ୍‌ଜିଓ ବା ସ୍ୱେଚ୍ଛାସେବୀ ସଂସ୍ଥା 'ପ୍ରୟାସ' ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ 'ନାରୀ ଶକ୍ତି ସ୍ୱରୂପା' କାର୍ଯ୍ୟକ୍ରମରେ ଜନ୍ମ ନେଇଥିବା ନବଜାତ ଶିଶୁ କନ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ପ୍ରକାଶ
Read More...

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷୀୟ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର

୨୦୩୦-୩୧ ସୁଦ୍ଧା ଉତ୍ପାଦନକୁ ୩୫୦ ଲକ୍ଷ ଟନ୍ କରିବ ଡାଲି ମିଶନ୍ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ପାଇଁ ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନବିହନ ଉନ୍ନତ କରିବା, ଅମଳ ପରବର୍ତ୍ତୀ ଭିତ୍ତିଭୂମି ଏବଂ ନିଶ୍ଚିତ କ୍ରୟ ମାଧ୍ୟମରେ ପାଖାପାଖି ୨ କୋଟି ଚାଷୀଙ୍କୁ ଡାଲି ମିଶନ୍ ଲାଭ
Read More...