ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୧ଟା ସମୟରେ ଦେଓଗାଁ ଡାକବଙ୍ଗଳା ନିକଟରେ ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଗଣ୍ଡା ସମାଜର ସଭାପତି ଯୌବନ ନନ୍ଦଙ୍କ ସଭପତିତ୍ୱ ଓ ସଂପାଦକ ଶ୍ରୀବତ୍ସୀ ନାଗ
Read More...

ଉପରଝରରେ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ରବିବାର ଦିନ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ସାଧୁରାମ ମାଝୀ ଏବଂ ସମ୍ପାଦକ ରାଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଟିଟିଲାଗଡ କେନ୍ଦ୍ର କମିଟି
Read More...

ସାଉନ୍ତେଶ୍ୱରୀ ଦେବୀଙ୍କ ପୁସ୍ତକ ଉନ୍ମୋଚନ

ପଦ୍ମଶ୍ରୀ ହଳଧର ନାଗ ସାଉନ୍ତେଶ୍ୱରୀ ଦେବୀଙ୍କ କାବ୍ୟ ଲେଖିବେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ମା’ ସାଉନ୍ତେଶ୍ୱରୀ ମନ୍ଦିରରେ ସାଉନ୍ତେଶ୍ୱରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ସ୍ୱାଗତ ଭାଷଣ
Read More...

ବାବେଜୁରୀ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମରେ ରବିବାର ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ବାହାରି ଗ୍ରାମର ଜୁନହା ବନ୍ଧଠାରୁ ପାଣି
Read More...

ହଳଦୀ ମଣ୍ଡଳ ପକ୍ଷରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଞ୍ଚାଳନ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଖଣ୍ଡ ହଳଦୀ ମଣ୍ଡଳଠାରେ ସଂଘର ସମସ୍ତ ସ୍ୱୟଂସେବକମାନଙ୍କ ଦ୍ୱାରା ଏକ ଭବ୍ୟ ପଥ ସଞ୍ଚାଳନ ଓ ପରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

୨୦ରୁ ଜାମସେଠ ସାର୍ବଜନୀନ କାଳୀପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠରେ ହେବାକୁ ଥିବା ସାର୍ବଜନୀନ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂଜା କିପରି ଶାନ୍ତିଶୃଙ୍ଖଳାରେ ଆୟୋଜନ ହେବ ସେନେଇ ଆଲୋଚନା ହୋଇଥିଲା । ଏହା ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ୨୨ରେ
Read More...

ଆନ୍ତର୍ଜାତୀୟ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଦି’ ନିଉ ଲାଇଫ କନ୍‌ଫରେନ୍ସ ହଲ, ମିଶନ କମ୍ପାଉଣ୍ଡ, ବଲାଙ୍ଗିର ଠାରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଆଚାର୍ଯ୍ୟ
Read More...

ରଚନା ପକ୍ଷରୁ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ । ଆଜି ମଧ୍ୟ ରେବତୀଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି । ରେବତୀ ନିଜ ଘରଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲା । ଏବେକାର ରେବତୀମାନେ ସମାଜଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ନାରୀଟିଏ ତାର
Read More...

ଆଟଗାଁରେ ଦୁର୍ଗା ପୂଜନୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ୯୭ତମ ଦୁର୍ଗାପୂଜା ଅବସରରେ ତା.୩୦.୦୯.୨୦୨୫ ରୁ ତା.୦୨.୧୦.୨୦୨୫ ରିଖ ୩ ଦିନ ବ୍ୟାପି ଦୁର୍ଗା ପୂଜା ମହୋତ୍ସବ ଆଟଗାଁ ୨୦୨୫ ହୋଇଥିଲା । ରାବଣ ଦରବାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥି ଭାବେ ସୂଚନା ଅଧିକାରୀ କର୍ମୀ
Read More...

ମଦନପୁର ୫୨ତମ ଦୁର୍ଗାପୂଜା ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରର ୫୨ତମ ଶାରଦୀୟ ଦୁର୍ଗାପୂଜା ପ୍ରବଳ ବର୍ଷା ସତ୍ତ୍ୱେ ମହାଆଡମ୍ବରରେ ପାଳନ ଓ ଉଦ୍‌ଯାପିତ ହୋଇଯାଇଛି । ସୁନ୍ଦର ମେଢ, ଆଲୋକ ସଜା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକକୁ ବିମୋହିତ କରୁଥିଲା । ଏଥର ପୂଜା
Read More...